କନକବ୍ୟୁରୋ : ପତରାଜପୁର ଗାଁର ଭରତ ବେହେରା ଓ ତାଙ୍କ ସ୍ତ୍ରୀ କନକଲତା ବେହେରା ବିଷ ପିଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କାହିଁକି ବିଷ ପିଇଲେ ? ଘରୋଇ କଳି ନା ଅନ୍ୟ କିଛି କାରଣ ରହିଛି, ଜଣାପଡିନାହିଁ ।
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ଅଘଟଣ : ବିଷ ପିଇ ଗୁରୁତର ସ୍ବାମୀ-ସ୍ତ୍ରୀ
ପତରାଜପୁର ଗାଁର ଭରତ ବେହେରା ଓ ତାଙ୍କ ସ୍ତ୍ରୀ କନକଲତା ବେହେରା ବିଷ ପିଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ
/kanak/media/media_files/2025/08/10/husband-wife-2025-08-10-16-09-08.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)