ଦୟାନଦୀର ଡାଲଖାଇ ଘାଟରେ ଅଘଟଣ ; ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ୨ ଛାତ୍ର

Advertisment

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ୨ ଅଷ୍ଟମ ଶ୍ରେଣୀ ଛାତ୍ର । ଦୟାନଦୀରେ ଗାଧୋଇବା ବେଳେ ଘଟିଛି ଅଘଟଣ ।  

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ୨ ଅଷ୍ଟମ ଶ୍ରେଣୀ ଛାତ୍ର । ଦୟାନଦୀରେ ଗାଧୋଇବା ବେଳେ ଘଟିଛି ଅଘଟଣ ।  

20

କନକ ବ୍ୟୁରୋ : ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ୨ ଅଷ୍ଟମ ଶ୍ରେଣୀ ଛାତ୍ର । ଦୟାନଦୀରେ ଗାଧୋଇବା ବେଳେ ଘଟିଛି ଅଘଟଣ ।  ଧଉଳି  ଥାନା ଅଞ୍ଚଳରେ ଥିବା ଏକ ଘରୋଇ ରେସିଡେନସିଆଲ ସ୍କୁଲରେ ପାଠ ପଢୁଥିଲେ ଏହି ଦୁଇ ଛାତ୍ର ।  ଆଜି ଦୟାନଦର ଡାଲଖାଇ ଘାଟରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ୨ ଜଣ ଛାତ୍ର ନଦୀରେ ବୁଡି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ । ଶେଷରେ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe