କନକ ବ୍ୟୁରୋ: ତାମିଲନାଡୁ କରୁରରେ ବଡ଼ ଅଘଟଣ । ଅଭିନେତା ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟା ହୋଇଛି । ଏଥିରେ ୧୦ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁଥିବା କୁହାଯାଉଛି । ଆଜି ସନ୍ଧ୍ୟାରେ ଏହି ବିଜୟ ରାଲି ହେବାର ଥିଲା । ବିଜୟ ପ୍ରାୟ ୬ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ବିଜୟଙ୍କୁ ଦେଖିବାକୁ ହଜାର ହଜାର ଲୋକ ଜମା ହୋଇଥିଲେ । ଏହି ସମୟରେ ଦଳଚକଟା ହୋଇଛି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଜୟ ନିକଟରେ ଟିଭିକେ ନାମକ ଏକ ନୂଆ ଦଳ ଗଠନ କରିଛନ୍ତି । ଏହା ଡିଏମକେ କିମ୍ବା ବିଜେପି ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିସାରିଛନ୍ତି ।
ତାମିଲନାଡୁରେ ଅଭିନେତା ବିଜୟଙ୍କ ରାଲିରେ ଅଘଟଣ: ଦଳାଚକଟାରେ ୧୦ଜଣଙ୍କ ମୃତ୍ୟୁ ଆଶଙ୍କା
ଆଜି ସନ୍ଧ୍ୟାରେ ଏହି ବିଜୟ ରାଲି ହେବାର ଥିଲା । ବିଜୟ ପ୍ରାୟ ୬ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ବିଜୟଙ୍କୁ ଦେଖିବାକୁ ହଜାର ହଜାର ଲୋକ ଜମା ହୋଇଥିଲେ । ଏହି ସମୟରେ ଦଳଚକଟା ହୋଇଛି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/media_files/2025/09/27/42-2025-09-27-21-36-33.jpg)