ବରଗଡ ନାବାଳିକା ହତ୍ୟା ଘଟଣାରେ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ । ଅନ୍ୟ କାହା ସଂପୃକ୍ତି ଅଛି କି ନାହିଁ ତଦନ୍ତ କରୁଛି ପୋଲିସ

ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ନାବାଳିକା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜ ବାରିକକୁ ଗତକାଲି ଗିରଫ କରିଥିଲା ପୋଲିସ । ଆଜି ପୁଣି ଆଉ ଜଣେ ଅଭିଯୁକ୍ତ କାର୍ତ୍ତିକ ବରିହାକୁ ପୁଲିସ ଗିରଫ କରିଛି।

þòúþZþòZ

କନକ ବ୍ୟୁରୋ : ବରଗଡ଼ ନାବାଳିକା ହତ୍ୟା ଘଟଣା । ବରଗଡ଼ରୁ ଫେରାର ନାବାଳିକାର ମୃତଦେହ  ବୁର୍ଲା ଜଙ୍ଗଲରୁ ମିଳିଥିଲା । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ନାବାଳିକା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜ ବାରିକକୁ ଗତକାଲି ଗିରଫ କରିଥିଲା ପୋଲିସ । ଆଜି ପୁଣି ଆଉ ଜଣେ ଅଭିଯୁକ୍ତ କାର୍ତ୍ତିକ ବରିହାକୁ ପୁଲିସ ଗିରଫ କରିଛି । ନାବାଳିକାଙ୍କୁ ହତ୍ୟା କରିବାରେ ଏହି ଦୁଇ ଜଣଙ୍କ ସମ୍ପୃକ୍ତି ରହିଥିଲା । ଉଭୟ ଅତାବିରା ଅଂଚଳର ହୋଇଥିବା ବେଳେ କାର୍ତ୍ତିକକୁ ବିଜୟୱାଡାରୁ ଗିରଫ କରିଛି ପୋଲିସ । ଏହା ବ୍ୟତୀତ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଛାନଭିନ୍ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe