କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ାରେ ଅଘଟଣ। କାମ କରିବା ବେଳେ ଧସିଲା ମାଟି ଅତଡ଼ା। ମାଟିରେ ପୋତି ହୋଇଗଲେ ୩ ଜଣ ଶ୍ରମିକ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ପ୍ରଥମେ ବଣାଇ ଓ ପରେ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଲହୁଣୀପଡା ବରସୁଆଁ ନିକଟ ଦମାଳୁ ନିକଟରେ କାମ କରୁଥିବା ବେଳେ ମାଟି ଅତଡା ଖସିଥିଲା। ତିନି ଶ୍ରମିକ ହେଲେ ନାତାନି ହରଅଗସ୍ତି ମୁଣ୍ଡାଫୁଲମଣିଟପ୍ନ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us