ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର । କହିଲେ, ସମାଜର ସବୁ ବର୍ଗଙ୍କୁ ଲାଭ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ, ବିରୋଧୀଙ୍କୁ ଟାର୍ଗେଟ୍

Advertisment

କିନ୍ତୁ କାହିଁକି ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏବେ ଭାରତ ଏଭଳି ଚିନ୍ତାଧାରାରୁ ଦୂରେଇ ରହିବା ସହ ମହିଳାଙ୍କ ନେତୃତ୍ବରେ ବିକାଶ ଉପରେ ଗୁରୁତ୍ବ ଦେଉଛି। ଯଦି ଅଧା ଜନସଂଖ୍ୟା ପୂର୍ଣ୍ଣ ସୁଯୋଗ ପାଇବେ, ତେବେ ଭାରତ ଦୁଇ ଗୁଣା ବେଗରେ ଆଗକୁ ବଢିବ। ଗାନ୍ଧୀ ପରିବାରକୁ ର୍ଟାର୍ଗେଟ କରି ମୋଦୀ କହିଛନ୍ତି, ଗାନ୍ଧୀ ଏବେ ସହରୀ ନକ୍ସଲଙ୍କ ଭାଷା କହୁଛନ୍ତି।

କିନ୍ତୁ କାହିଁକି ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏବେ ଭାରତ ଏଭଳି ଚିନ୍ତାଧାରାରୁ ଦୂରେଇ ରହିବା ସହ ମହିଳାଙ୍କ ନେତୃତ୍ବରେ ବିକାଶ ଉପରେ ଗୁରୁତ୍ବ ଦେଉଛି। ଯଦି ଅଧା ଜନସଂଖ୍ୟା ପୂର୍ଣ୍ଣ ସୁଯୋଗ ପାଇବେ, ତେବେ ଭାରତ ଦୁଇ ଗୁଣା ବେଗରେ ଆଗକୁ ବଢିବ। ଗାନ୍ଧୀ ପରିବାରକୁ ର୍ଟାର୍ଗେଟ କରି ମୋଦୀ କହିଛନ୍ତି, ଗାନ୍ଧୀ ଏବେ ସହରୀ ନକ୍ସଲଙ୍କ ଭାଷା କହୁଛନ୍ତି।

MODI

MODI Photograph: (MODI)

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ଆପକୁ କଡା ସମାଲୋଚନା କରିଛନ୍ତି। ଲୋକସଭାରେ ଭାଷଣ ରଖି ମୋଦୀ କହିଛନ୍ତି, ମହିଳା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଇଛି। ମୁଁ ବୁଝିପାରୁଛି ଏହା ରାଜନୈତିକ ନୈରାଶତା। କିନ୍ତୁ କାହିଁକି ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏବେ ଭାରତ ଏଭଳି ଚିନ୍ତାଧାରାରୁ ଦୂରେଇ ରହିବା ସହ ମହିଳାଙ୍କ ନେତୃତ୍ବରେ ବିକାଶ ଉପରେ ଗୁରୁତ୍ବ ଦେଉଛି। ଯଦି ଅଧା ଜନସଂଖ୍ୟା ପୂର୍ଣ୍ଣ ସୁଯୋଗ ପାଇବେ, ତେବେ ଭାରତ ଦୁଇ ଗୁଣା ବେଗରେ ଆଗକୁ ବଢିବ। ଗାନ୍ଧୀ ପରିବାରକୁ ର୍ଟାର୍ଗେଟ କରି ମୋଦୀ କହିଛନ୍ତି, ଗାନ୍ଧୀ ଏବେ ସହରୀ ନକ୍ସଲଙ୍କ ଭାଷା କହୁଛନ୍ତି। କେଜ୍ରିୱାଲଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି, କିଛି ନେତା କେବଳ ବୟାନବାଜି କରନ୍ତି କିନ୍ତୁ ବିଜେପି ବିକାଶ ଉପରେ ଗୁରୁତ୍ବ ଦିଏ। ୫ ବର୍ଷରେ ୨୫ କୋଟି ଲୋକଙ୍କୁ ଗରିବ ସୀମାରୁ ବାହାରକୁ ଅଣାଯାଇଛି। ୨୦୧୪ରୁ ୨୦୨୪ ଭିତରେ ୩୭୮ ମେଡିକାଲ କଲେଜରୁ ୭୮୦ ମେଡିକାଲ କଲେଜରେ ପହଞ୍ଚିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

କଂଗ୍ରେସ ଓ ଆପକୁ ନରେନ୍ଦ୍ର ମୋଦୀଙ୍କ କଡା ସମାଲୋଚନା 
ମୋଦୀ କହିଛନ୍ତି, ମହିଳା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଇଛି
‘ମୁଁ ବୁଝିପାରୁଛି ଏହା ରାଜନୈତିକ ନୈରାଶତା’
କିନ୍ତୁ କାହିଁକି ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ମୋଦୀ
 ମହିଳାଙ୍କ ନେତୃତ୍ବରେ ବିକାଶ ଉପରେ ଭାରତ ଗୁରୁତ୍ବ ଦେଉଛି
ଯଦି ଦେଶ ଅଧା ଜନସଂଖ୍ୟା ପୂର୍ଣ୍ଣ ସୁଯୋଗ ପାଇବେଟ୍ଟ
ତେବେ ଭାରତ ଦୁଇ ଗୁଣା ବେଗରେ ଆଗକୁ ବଢିବ
‘ଗାନ୍ଧୀ ଏବେ ସହରୀ ନକ୍ସଲଙ୍କ ଭାଷା କହୁଛନ୍ତି’
କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦୀ
 ‘କିଛି ନେତା କେବଳ ବୟାନବାଜି କରନ୍ତି’
‘କିନ୍ତୁ ବିଜେପି ବିକାଶ ଉପରେ ଗୁରୁତ୍ବ ଦିଏ’
 ୫ ବର୍ଷରେ ୨୫ କୋଟି ଲୋକଙ୍କୁ ଗରିବ ସୀମାରୁ ବାହାରିଛନ୍ତି
୧୦ ବର୍ଷରେ ୩୭୮ ମେଡିକାଲ କଲେଜରୁ ୭୮୦ ମେଡିକାଲ କଲେଜରେ ପହଞ୍ଚିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe