ଶକ୍ତି ଦେଖାଇଲା ଭାରତୀୟ ସେନା । ଖସାଇଲା ପାକିସ୍ତାନର ୩ ଯୁଦ୍ଧ ବିମାନ, ୧୦୦ମିସାଇଲ ସହ ୧୬ ଡ୍ରୋନ୍ ଧ୍ୱଂସ

ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନର ୩ଟି ଯୁଦ୍ଧ ବିମାନ ନଷ୍ଟ କରିଦେଇଛି । ଏହି ଯୁଦ୍ଧ ବିମାନ ଭିତରେ ରହିଛି । ଗୋଟିଏ ଏଫ-୧୬ ଓ ଦୁଇଟି ଜେଏଫ୍ ୧୭ ବିମାନ ସାମିଲ ରହିଛି ।

ggrtrgtrgg

କନକ ବ୍ୟୁରୋ : ଗୁରୁବାର ରାତିରେ ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିବାକୁ ଶତ ଚେଷ୍ଟା କରିଛି । ହେଲେ ଭାରତୀୟ ସେନା ପାକିସ୍ତାନର ଏହି ପ୍ରୟାଶ ଉପରେ କଡା ଜବାବ ଦେଇଛି ।  ସୂଚନା ମୁତାବକ ପାକିସ୍ତାନ ସେନା ଜମ୍ମୁ ବିମାନବନ୍ଦର, ରେଳ ଷ୍ଟେସନ ବ୍ୟତୀତ ପଠାନକୋଟ ଓ ରାଜସ୍ଥାନର ଜୈସଲମେର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନର ୩ଟି ଯୁଦ୍ଧ ବିମାନ ନଷ୍ଟ କରିଦେଇଛି । ଏହି ଯୁଦ୍ଧ ବିମାନ ଭିତରେ ରହିଛି । ଗୋଟିଏ ଏଫ-୧୬ ଓ ଦୁଇଟି ଜେଏଫ୍ ୧୭ ବିମାନ ସାମିଲ ରହିଛି ।

ଭାରତର ଏସ-୪୦୦ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ୧୦୦ ମିସାଇଲ ସହ ୧୬ ଟି ଡ୍ରୋନ ଧ୍ୱଂସ କରିଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe