କନକବ୍ୟୁରୋ: ପୁରୀରେ ହବିଷ୍ୟାଳିଙ୍କ ଧାରଣା । ପଞ୍ଜିକରଣ ନକରି ଆସିଥିବା ହବିଷ୍ୟାଳିମାନେ ରହିବା ପାଇଁ ଜିଦ୍ ଧରିଛନ୍ତି । ପ୍ରଶାସନ ପକ୍ଷରୁ କେବଳ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । ହେଲେ ଅନ୍ୟମାନେ ପଞ୍ଜିକରଣ କରିନଥିବାରୁ ରହିବା ପାଇଁ ଅନୁମତି ନାହିଁ । ତେଣୁ ଧାରଣା ଦେଇଥିବା ହବିଷ୍ୟାଳିଙ୍କୁ ବୁଝାସୁଝା କରୁଛି ପ୍ରଶାସନ ।
ପୁରୀରେ ହବିଷ୍ୟାଳିଙ୍କୁ ଅନୁମତି ନମିଳିବାରୁ ପ୍ରତିବାଦ:ଘଟଣାସ୍ଥଳରେ ପହଞ୍ଚିି ବୁଝାସୁଝା କଲେ ପ୍ରଶାସନିକ ଅଧିକାରୀ
ପୁରୀରେ ହବିଷ୍ୟାଳିଙ୍କ ଧାରଣା। ପଞ୍ଜିକରଣ ନକରି ଆସିଥିବା ହବିଷ୍ୟାଳିମାନେ ରହିବା ପାଇଁ ଜିଦ୍ ଧରିଛନ୍ତି ।
/kanak/media/media_files/2024/10/17/ssIfV6f9OqnGGazUYEi6.jpg)