'ଅପରେସନ୍‌ ସିନ୍ଦୂର’ରେ ଇସ୍ରୋର ବଡ଼ ଭୂମିକା : ଆତଙ୍କୀଙ୍କ ଠିକଣାକୁ ଠାବ କରିବାରେ ହୋଇଥିଲା ସହାୟକ

ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା ଇସ୍ରୋ । ଅନେକ ଉପଗ୍ରହ ଅପରେସନରେ ସାମିଲ ଥିଲା ।

sindoor v

Photograph: (KanakNews )

କନକ ବ୍ୟୁରୋ : ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା ଇସ୍ରୋ । ଅନେକ ଉପଗ୍ରହ ଅପରେସନରେ ସାମିଲ ଥିଲା । ଆତଙ୍କୀଙ୍କ ଠିକଣାକୁ ଠାବ କରିବା ଏବଂ ସେନାକୁ ସହାୟତା କରିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପ୍ରମୁଖ ଭୂମିକା ରହିଥିଲା । ଭୁବନେଶ୍ବର ସିଟିଟିସି ପରିଦର୍ଶନ ସମୟରେ ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । 

ଏଥିରେ ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ ଟୁଲ ରୁମ ଏବଂ ଟ୍ରେନିଂ ସେଣ୍ଟର(ସିଟିଟିସି)ର ଅନେକ ଅବଦାନ ରହିଥିଲା ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଏଥିସହ ଇସ୍ରୋର ଆଗାମୀ ମିସନ ଯଥା ଚନ୍ଦ୍ରଯାନ -୪, ଚନ୍ଦ୍ରଯାନ- ୫ ତଥା ଗଗନଯାନ ଉପରେ ସୂଚନା ଦେଇଛନ୍ତି ଡକ୍ଟର ଭି. ନାରାୟଣନ୍ । ଏବେ ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ ୫ ଉପରେ ଏବେ ଅନେକ କାମ ଚାଲୁଥିବା ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe