ଓଡିଶାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ । ଶ୍ରୀଜିଓଙ୍କ ଦର୍ଶନ କରି ସଂକଳ୍ପ ନେବେ ନେତା ଓ କର୍ମୀ

ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସଂକଳ୍ପ ନେବେ ନେତା ଓ କର୍ମୀ। ସେପଟେ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ। ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଯାତ୍ରାରେ ସାମିଲ ହୋଇଛନ୍ତି। କଂଗ୍ରେସର ସଂକଳ୍ପ ପଦଯାତ୍ରାରେ ହେବେ ସାମିଲ୍।

sdgfsfdgfd

କନକ ବ୍ୟୁରୋ :  ଚନ୍ଦନପୁରରେ ପହଞ୍ଚିଲା କଂଗ୍ରେସର ସଂକଳ୍ପ ଯାତ୍ରା। ପିସିସି ସଭାପତି ଭକ୍ତ ଦାସ, ଅନ୍ୟ ବରିଷ୍ଠ ନେତା ଓ ହଜାର ହଜାର କର୍ମୀଙ୍କୁ ନେଇ ଜାରି ରହିଛି ସଂକଳ୍ପ ପଦଯାତ୍ରା। ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସଂକଳ୍ପ ନେବେ ନେତା ଓ କର୍ମୀ। ସେପଟେ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ। ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଯାତ୍ରାରେ ସାମିଲ ହୋଇଛନ୍ତି। କଂଗ୍ରେସର ସଂକଳ୍ପ ପଦଯାତ୍ରାରେ ହେବେ ସାମିଲ୍। ପିପିଲିରୁ ପଦଯାତ୍ରାରେ ସାମିଲ ହେବେ। ଆଜି ସଂକଳ୍ପ ପଦଯାତ୍ରାର ଆଜି ଅନ୍ତିମ ଦିନ। ପୁରୀରେ ପହଂଚିବ ଏହି ପଦଯାତ୍ରା। ସକାଳୁ ପଦଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ କଂଗ୍ରେସ କର୍ମୀ। ନବନିଯୁକ୍ତ ପିସିସି ସଭାପତି ଭକ୍ତ ଦାସଙ୍କ ଆହ୍ବାନ କ୍ରମେ ଏହି ପଦଯାତ୍ରା ଜାରି ରହିଛି। ଅପରାହ୍ଣରେ କଂଗ୍ରେସ ନେତାମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe