କନକ ବ୍ୟୁରୋ : ନୟାଗଡ଼ ସହରରେ ଥିବା ଜଗନ୍ନାଥଙ୍କ ମନ୍ଦିରରୁ ଚୋରି କ୍ଷ ଠାକୁରଙ୍କ ମଥାମଣି, କିରଟି ସହ ଦାନହୁଣ୍ଡି ନେଇଗଲେ ଚୋର । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ନାଇଟ ୱାଚାର ଠାରୁ ମିଳିଥିବା ସୂଚନା ଅନୁସାରେ ରାତି ସାଢ଼େ ୨ଟା ବେଳେ ଘଟଣାଟି ଘଟିଥିବା ଅନୁମାନ କରାଯାଉଛି । ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଘଟଣାରେ ୨ ରୁ ୩ ଜଣ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି କ୍ଷ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us