କନକ ବ୍ୟୁରୋ : ରାଜନୀତିର ସ୍ତର କେତେ ତଳକୁ ଖସୁଛି । ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନେତାମାନେ ଏବେ ନିମ୍ନସ୍ତରର ରାଜନୀତିକୁ ଓହ୍ଲାଇ ଆସୁଛନ୍ତି । ଯାହା ଦେଖିବାକୁ ମିଳିଛି ଖୋଦ ରାଜଧାନୀର ଲକ୍ଷ୍ମୀସାଗର ଛକରେ । ଏଠାରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ଜାମ ରହିଛି । କାରଣ ହେଉଛି ଏକ କ୍ରିକେଟ ମ୍ୟାଚରେ ଅତିଥି ଚୟନକୁ ନେଇ । ଏନେଇ ରାଜନୀତି ଏତେ ଜୋର ଧରିଥିଲା କି ଲୋକମାନେ ଲକ୍ଷ୍ମୀସାଗରର ଛକରେ ଧାରଣା ଦେଇଥିଲେ । ଫଳରେ କଳ୍ପନା ପଟୁ ଆସୁଥିବା ଗାଡି ଓ କଳ୍ପନା ପଟେ ଯାଉଥିବା ସମସ୍ତ ଗାଡି ମୋଟର ଫସି ରହିଛି ।
କ୍ରିକେଟ ଖେଳରେ ଅତିଥି ଚୟନକୁ ନେଇ ଲକ୍ଷ୍ମୀସାଗର ଛକରେ ରାସ୍ତା ରୋକ । ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ଜାମ
ଏଠାରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ଜାମ ରହିଛି । କାରଣ ହେଉଛି ଏକ କ୍ରିକେଟ ମ୍ୟାଚରେ ଅତିଥି ଚୟନକୁ ନେଇ । ଏନେଇ ରାଜନୀତି ଏତେ ଜୋର ଧରିଥିଲା କି ଲୋକମାନେ ଲକ୍ଷ୍ମୀସାଗରର ଛକରେ ଧାରଣା ଦେଇଥିଲେ । ଫଳରେ କଳ୍ପନା ପଟୁ ଆସୁଥିବା ଗାଡି ଓ କଳ୍ପନା ପଟେ ଯାଉଥିବା ସମସ୍ତ ଗାଡି ମୋଟର ଫସି ରହିଛି ।
![grtgrtgxrdx Photograph: (grtdgrtdgxd)](https://img-cdn.thepublive.com/fit-in/1280x720/filters:format(webp)/kanak/media/media_files/2024/12/29/tyOU7vP3E7cvd6MAqjtk.jpg)