ଘରୋଇ କଳିର କରୁଣ ପରିଣତି, କେନ୍ଦୁଝର ବାଲିବରେଇ ଗାଁରେ ସ୍ତ୍ରୀ ଓ ଶାଶୂଙ୍କୁ କଟୁରୀରେ ଆକ୍ରମଣ କଲା ଜ୍ୱାଇଁ

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗାଁରେ ଏଭଳି ଘଟଣା ଘଟିଛି । ପାତ୍ରସାହିର ହରେକୃଷ୍ଣ ନାଇକ ଘରୋଇ କଳହରୁ ଉତ୍ତେଜିତ ହୋଇ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଏକ କଟୁରୀରେ ଆକ୍ରମଣ କରିବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୂ ଶ୍ରୀମତି ପାତ୍ର ଗୁରୁତର ହୋଇପଡ଼ିଥିଲେ ।

24 attack

କନକ ବ୍ୟୁରୋ : ଘରୋଇ କଳିର କରୁଣ ପରିଣତି । ସ୍ତ୍ରୀ ଓ ଶାଶୂଙ୍କୁ କଟୁରୀରେ ଆକ୍ରମଣ କଲା ଜ୍ବାଇଁ  ।  ଶାଶୂ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗାଁରେ ଏଭଳି ଘଟଣା ଘଟିଛି । ପାତ୍ରସାହିର ହରେକୃଷ୍ଣ ନାଇକ ଘରୋଇ କଳହରୁ ଉତ୍ତେଜିତ ହୋଇ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଏକ କଟୁରୀରେ ଆକ୍ରମଣ କରିବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୂ ଶ୍ରୀମତି ପାତ୍ର ଗୁରୁତର ହୋଇପଡ଼ିଥିଲେ । ପ୍ରଥମେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe