ଭତ୍ତା ପାଇଁ କଣାସ ଗଡସାହି ପଞ୍ଚାୟତରେ ନିଆରା ପ୍ରତିବାଦ । ଦିବ୍ୟାଙ୍ଗ ପୁଅକୁ ପଞ୍ଚାୟତ ସାମ୍ନାରେ ଶୁଆଇ ବାପା-ମାଆଙ୍କ ଧାରଣା

ଏ ଚିତ୍ର ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ସାହି ପଞ୍ଚାୟତ ଅଫିସ୍ ସାମ୍ନାର। ସେ ନିଜର ଦିବ୍ୟାଙ୍ଗ ପୁଅର ଭତ୍ତା ପାଇଁ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିଛନ୍ତି।

hjggjkjgk

କନକ ବ୍ୟୁରୋ : ପକାଇଲେ ହିତାଧିକାରୀ। ନିଜର ଦିବ୍ୟାଙ୍ଗ ପୁଅକୁ ପଞ୍ଚାୟତ ଅଫିସ୍ ସାମ୍ନାରେ ଶୁଆଇ ଦେଇ ବାପା ମା’ ଆନ୍ଦୋଳନ କରିଛନ୍ତି। ଏ ଚିତ୍ର ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ସାହି ପଞ୍ଚାୟତ ଅଫିସ୍ ସାମ୍ନାର। ସେ ନିଜର ଦିବ୍ୟାଙ୍ଗ ପୁଅର ଭତ୍ତା ପାଇଁ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିଛନ୍ତି। କିନ୍ତୁ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ରଶ୍ମିତା ମିଶ୍ର। ଶେଷରେ ନିଜର ଦିବ୍ୟାଙ୍ଗ ପୁଅକୁ ପଞ୍ଚାୟତ ଅଫିସ ସାମ୍ନାକୁ ଆଣି ଖରାରେ ଶୁଆଇ ପ୍ରତିବାଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe