କାମାକ୍ଷାନଗର ଗୁନେଇବିଲି ଗ୍ରାମରେ ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ, ବନ୍ଦ ଘରୁ ମିଳିଛି ମୃତଦେହ

ମୃତ ଶିକ୍ଷୟତ୍ରୀ ଜଣକ ତୁମୁସିଙ୍ଗା ଗାଁର ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରଭାତୀ ଦେହୁରୀ । ନିଜ ବାସଭବନ ସାମ୍ନାରେ ଥିବା ଗ୍ୟାରେଜ ଘରେ ବାହାରେ ତାଲା ପଡ଼ିଥିବା ବେଳେ ଘର ଭିତରେ ମିଳିଲା ମୃତଦେହ ।

53fdasdfafs

କନକ ବ୍ୟୁରୋ : ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ପ୍ରଧାନଶିକ୍ଷୟତ୍ରୀଙ୍କ ସନ୍ଦେହଜନକ ମୃତ। ବନ୍ଦ ଘରୁ ଉଦ୍ଧାର ହେଲା ପ୍ରଧାନଶିକ୍ଷୟତ୍ରୀଙ୍କ ମୃତଦେହ। ମୃତ ଶିକ୍ଷୟତ୍ରୀ ଜଣକ ତୁମୁସିଙ୍ଗା ଗାଁର ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରଭାତୀ ଦେହୁରୀ । ନିଜ ବାସଭବନ ସାମ୍ନାରେ ଥିବା ଗ୍ୟାରେଜ ଘରେ ବାହାରେ ତାଲା ପଡ଼ିଥିବା ବେଳେ ଘର ଭିତରେ ମିଳିଲା ମୃତଦେହ । ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ଓ ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ଆରମ୍ଭ କଲା ତଦନ୍ତ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe