ବିଜେଡିକୁ ନେଇ ସାଂଘାତିକ ତଥ୍ୟ: ୫ ବର୍ଷରେ ଦଳ ପ୍ରଚାରରେ ଉଡାଇଛି ସାଢ଼େ ୪ଶହ କୋଟି

Advertisment

ବିଜେଡିକୁ ନେଇ ସାଂଘାତିକ ତଥ୍ୟ: ୫ ବର୍ଷରେ ଦଳ ପ୍ରଚାରରେ ଉଡାଇଛି ସାଢ଼େ ୪ଶହ କୋଟି । ନବୀନ ଓ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ। ବିଧାନସଭାରେ ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଜେଡିକୁ ନେଇ ସାଂଘାତିକ ତଥ୍ୟ: ୫ ବର୍ଷରେ ଦଳ ପ୍ରଚାରରେ ଉଡାଇଛି ସାଢ଼େ ୪ଶହ କୋଟି । ନବୀନ ଓ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ। ବିଧାନସଭାରେ ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

BJD

କନକ ବ୍ୟୁରୋ: ପ୍ରଚାର ପାଇଁ ୫ ବର୍ଷରେ ବିଜେଡି ଉଠାଇଛି ୪୫୨ କୋଟି ୯୬ ଲକ୍ଷ ଟଙ୍କା । ବିଜ୍ଞାପନରେ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋରୁ ଖର୍ଚ୍ଚ ହୋଇଛି  ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । ବିଧାନସଭାରେ ଏନେଇ ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରଶ୍ନ କରିଥିବା ବେଳେ ଏହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଖାଲି ଏତିକି ନୁହେଁ , ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ଲଗାଇବା ପାଇଁ ଅମୁହାଁ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟ ରାଜକୋଷରୁ ୧୫ କୋଟି ୨୬ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ବିଧାନସଭାରେ ଏଭଳି ତଥ୍ୟ ରଖି ଚକିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe