ଛତିଶଗଡ-ତେଲେଙ୍ଗାନା ସୀମାରେ ୪ ଦିନ ହେବ ଚାଲିଛି ମାଓ ଅପରେସନ୍ । ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ୧୫ ଯବାନ ଅସୁସ୍ଥ

Advertisment

ହେଲେ ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ । ଅସୁସ୍ଥ ଯବାନଙ୍କୁ ତେଲେଙ୍ଗାନା ସ୍ଥାନାନ୍ତରିତ କରାଯାଇଛି । ତେଲେଙ୍ଗାନା ସ୍ଥିତ ଭେଙ୍କଟାପୁରମ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରି ରହିଛି ।

ହେଲେ ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ । ଅସୁସ୍ଥ ଯବାନଙ୍କୁ ତେଲେଙ୍ଗାନା ସ୍ଥାନାନ୍ତରିତ କରାଯାଇଛି । ତେଲେଙ୍ଗାନା ସ୍ଥିତ ଭେଙ୍କଟାପୁରମ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରି ରହିଛି ।

sfdfsdsd

fsfdsdfsdfs

କନକ ବ୍ୟୁରୋ : ଯବାନଙ୍କୁ ଅଡୁଆ ଗ୍ରୀଷ୍ମ ପ୍ରବାହ । ଛତିଶଗଡ଼ ବିଜାପୁରରେ ମାଓ ଅପରେସନ୍ ପାଇଁ ମୁତୟନ ଯବାନ ହିଟ୍ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ । ୪ର୍ଥ ଦିନରେ ବି ବିଜାପୁରରେ ଜାରି ରହିଛି ଏନକାଉଣ୍ଟର । ହେଲେ ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ । ଅସୁସ୍ଥ ଯବାନଙ୍କୁ ତେଲେଙ୍ଗାନା ସ୍ଥାନାନ୍ତରିତ କରାଯାଇଛି । ତେଲେଙ୍ଗାନା ସ୍ଥିତ ଭେଙ୍କଟାପୁରମ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରି ରହିଛି । କେର୍ରାଗେଟା ପାହାଡକୁ ଏବେ ଘେରି ରଖିଛନ୍ତି ଯବାନ । ହିଡମାଙ୍କ ନେତୃତ୍ୱରେ ହଜାରରୁ ଅଧିକ ମାଓବାଦୀଙ୍କ ଉପସ୍ଥିତି ନେଇ ଅପରେଶନ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe