କନକ ବ୍ୟୁରୋ : ଯବାନଙ୍କୁ ଅଡୁଆ ଗ୍ରୀଷ୍ମ ପ୍ରବାହ । ଛତିଶଗଡ଼ ବିଜାପୁରରେ ମାଓ ଅପରେସନ୍ ପାଇଁ ମୁତୟନ ଯବାନ ହିଟ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ । ୪ର୍ଥ ଦିନରେ ବି ବିଜାପୁରରେ ଜାରି ରହିଛି ଏନକାଉଣ୍ଟର । ହେଲେ ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ । ଅସୁସ୍ଥ ଯବାନଙ୍କୁ ତେଲେଙ୍ଗାନା ସ୍ଥାନାନ୍ତରିତ କରାଯାଇଛି । ତେଲେଙ୍ଗାନା ସ୍ଥିତ ଭେଙ୍କଟାପୁରମ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରି ରହିଛି । କେର୍ରାଗେଟା ପାହାଡକୁ ଏବେ ଘେରି ରଖିଛନ୍ତି ଯବାନ । ହିଡମାଙ୍କ ନେତୃତ୍ୱରେ ହଜାରରୁ ଅଧିକ ମାଓବାଦୀଙ୍କ ଉପସ୍ଥିତି ନେଇ ଅପରେଶନ ଜାରି ରହିଛି ।
ଛତିଶଗଡ-ତେଲେଙ୍ଗାନା ସୀମାରେ ୪ ଦିନ ହେବ ଚାଲିଛି ମାଓ ଅପରେସନ୍ । ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ୧୫ ଯବାନ ଅସୁସ୍ଥ
ହେଲେ ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ । ଅସୁସ୍ଥ ଯବାନଙ୍କୁ ତେଲେଙ୍ଗାନା ସ୍ଥାନାନ୍ତରିତ କରାଯାଇଛି । ତେଲେଙ୍ଗାନା ସ୍ଥିତ ଭେଙ୍କଟାପୁରମ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରି ରହିଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)