ବ୍ରହ୍ମପୁରରେ ନିଆରା ନବରାତ୍ରୀ ପୂଜା । ୫ଶହ କଣ୍ଢେଇକୁ ଗୋଟିଏ ଘରେ ରଖି ପୂଜା କରନ୍ତି ତେଲୁଗୁ ସଂପ୍ରଦାୟର ମହିଳା

Advertisment

ଏହା ସହିତ ଘରେ ରହିଥିବା ଛୋଟ ବଡ଼ ଠାରୁ ଆରମ୍ଭ କରି ମାଟି ସୁନା ସବୁ ପ୍ରକାରର ୫୦୦ କଣ୍ଡେଇକୁ ଏକତ୍ରିତ କରି ଏକ କୋଠରୀରେ ରଖିଥାନ୍ତି । ଏହାପରେ ମା’ଙ୍କୁ ଆରାଧନା କରିଥାନ୍ତି । ତେଲୁଗୁ ସମ୍ପ୍ରଦାୟର ଏହି ପୂଜାକୁ ବୋମାଲା କୋଲୁଭୁ ପୂଜା ବୋଲି କହିଥାନ୍ତି ।  କିଛି ମହିଳା ଏକତ୍ରିତ ହୋଇ ଗୋଟିଏ ଘରେ ଏଭଳି ମା'ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

Updated On

ଅଦ୍ୟତନ ହୋଇଛି
rrgtregtre

କନକ ବ୍ୟୁରୋ : ମାଆ ଦୁର୍ଗାଙ୍କ ନବରାତ୍ର ପୂଜାକୁ ନେଇ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ନବରାତ୍ର ପୂଜାକୁ କିଛି ନିଆରା ଢ଼ଙ୍ଗରେ ମା'ଙ୍କ ପୂଜାକୁ ପାଳନ କରିଛନ୍ତି ସହରର ତେଲୁଗୁ ସମ୍ପ୍ରଦାୟର ଲୋକେ । ମା'ଙ୍କୁ ନିଜ ଘରେ ସ୍ଥାପନ କରି ସୁନ୍ଦର ଲୁଗାରେ ସଜ୍ଜିତ କରିବା ସହିତ ଅଳଙ୍କାରରେ ମା'ଙ୍କୁ ଆଭୂଷଣ କରିଥାନ୍ତି । ଏହା ସହିତ ଘରେ ରହିଥିବା ଛୋଟ ବଡ଼ ଠାରୁ ଆରମ୍ଭ କରି ମାଟି ସୁନା ସବୁ ପ୍ରକାରର ୫୦୦ କଣ୍ଢେଇକୁ ଏକତ୍ରିତ କରି ଏକ କୋଠରୀରେ ରଖିଥାନ୍ତି । ଏହାପରେ ମା'ଙ୍କୁ ଆରାଧନା କରିଥାନ୍ତି । ତେଲୁଗୁ ସମ୍ପ୍ରଦାୟର ଏହି ପୂଜାକୁ ବୋମାଲା କୋଲୁଭୁ ପୂଜା ବୋଲି କହିଥାନ୍ତି ।  କିଛି ମହିଳା ଏକତ୍ରିତ ହୋଇ ଗୋଟିଏ ଘରେ ଏଭଳି ମା'ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ମାଆଙ୍କ ଏଭଳି ନିଆରା ପୂଜା ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe