କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସାକ୍ଷାତକାରକୁ ଆମେରିକୀୟ ପଡକାଷ୍ଟର ତଥା ଏଆଇ ରିସର୍ଚ୍ଚଚର ଲେକ୍ସ ଫ୍ରିଡମ୍ୟାନ ନେଇଥିଲେ ।

Advertisment

ସାକ୍ଷାତକାରରେ ମୋଦୀ ବିଶ୍ବ ରାଜନୀତି, ହିନ୍ଦୁ ଧର୍ମ ସହିତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥରେ ସେୟାର କରିଥିଲେ । ଏହି ସାକ୍ଷାତକାରରେ ମୋଦୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମଜବୁତ ସର୍ମ୍ପକ ଉପରେ ଚର୍ଚ୍ଚା ହୋଇଥିଲା ।