ବଦଳୁଛି ସଂପର୍କର ପରିଭାଷା । ପରିଣତ ବୟସରେ  ବାପାମାଆଙ୍କୁ ନିର୍ଯାତନା ଦେଉଥିଲେ ପିଲା, ୪ ପୁଅ ବୋହୂଙ୍କୁ ଘରୁ ବେଦଖଲ କଲେ କୋର୍ଟ

Advertisment

କାମାକ୍ଷାନଗର କହେଁଇପାଳ ଗାଁର ରତ୍ନାକର ସାହୁଙ୍କ ୪ ପୁଅ ଥିବା ବେଳେ ୩ ଜଣ ବାହାରେ ରୁହନ୍ତି । କିନ୍ତୁ ସାନ ପୁଅ ଓ ବୋହୂ ଘରେ ବାପା ମାଆଙ୍କୁ ଦୀର୍ଘ ଦିନ ଧରି ନିର୍ୟାତନା ଦେଇ ଆସୁଥିଲେ ।

କାମାକ୍ଷାନଗର କହେଁଇପାଳ ଗାଁର ରତ୍ନାକର ସାହୁଙ୍କ ୪ ପୁଅ ଥିବା ବେଳେ ୩ ଜଣ ବାହାରେ ରୁହନ୍ତି । କିନ୍ତୁ ସାନ ପୁଅ ଓ ବୋହୂ ଘରେ ବାପା ମାଆଙ୍କୁ ଦୀର୍ଘ ଦିନ ଧରି ନିର୍ୟାତନା ଦେଇ ଆସୁଥିଲେ ।

19

କନକ ବ୍ୟୁରୋ : ବୃଦ୍ଧ ବାପାମାଆଙ୍କୁ ଦେଉଥିଲେ ନିର୍ୟାତନା । ପୈତୃକ ସମ୍ପତ୍ତିରୁ ବେଦଖଲ କଲେ କୋର୍ଟ । ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କାମାକ୍ଷାନଗର ସିଭିଲ କୋର୍ଟ । କାମାକ୍ଷାନଗର କହେଁଇପାଳ ଗାଁର ରତ୍ନାକର ସାହୁଙ୍କ ୪ ପୁଅ ଥିବା ବେଳେ ୩ ଜଣ ବାହାରେ ରୁହନ୍ତି । କିନ୍ତୁ ସାନ ପୁଅ ଓ ବୋହୂ ଘରେ ବାପା ମାଆଙ୍କୁ ଦୀର୍ଘ ଦିନ ଧରି ନିର୍ୟାତନା ଦେଇ ଆସୁଥିଲେ । ନିର୍ୟାତନା ଅସହ୍ୟ ହେବା ପରେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବୃଦ୍ଧ ଦମ୍ପତି । ଯାହା ପରେ ୪ ପୁଅ ଓ ବୋହୂଙ୍କୁ ବାପାଙ୍କ ସ୍ବଅର୍ଜିତ ସମ୍ପତ୍ତିରୁ ବେଦଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe