ବଡ଼ ହସ୍ପିଟାଲରେ ବଡ଼ ଅବ୍ୟବସ୍ଥା, ଉଠୁନି ଅଳିଆ ଧାରଣାରେ ସଫେଇ କର୍ମଚାରୀ

Advertisment

ରାଜଧାନୀର ବଡ଼ ହସ୍ପିଟାଲରେ ବଡ଼ ଅବ୍ୟବସ୍ଥା । କ୍ୟାପିଟାଲ ହସ୍ପିଟାଲ ପରିସରରୁ ହଟୁନି ଅଳିଆ। ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁ ଅଳିଆ ଉଠି ପାରୁନାହିଁ ।

ରାଜଧାନୀର ବଡ଼ ହସ୍ପିଟାଲରେ ବଡ଼ ଅବ୍ୟବସ୍ଥା । କ୍ୟାପିଟାଲ ହସ୍ପିଟାଲ ପରିସରରୁ ହଟୁନି ଅଳିଆ। ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁ ଅଳିଆ ଉଠି ପାରୁନାହିଁ ।

hospital

କନକବ୍ୟୁରେ: ରାଜଧାନୀର ବଡ଼ ହସ୍ପିଟାଲରେ ବଡ଼ ଅବ୍ୟବସ୍ଥା। କ୍ୟାପିଟାଲ ହସ୍ପିଟାଲ ପରିସରରୁ ହଟୁନି ଅଳିଆ। ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁ ଅଳିଆ ଉଠି ପାରୁନାହିଁ। ଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ ପରିସର। କାଜୁଆଲଟିରୁ ଅନ୍ୟ ଏମର୍ଜେନ୍ସି ୱାର୍ଡ ସବୁଠି ପଡ଼ି ରହିଛି ଅଳିଆ ଆବର୍ଜନା।।

ଗତକାଲି ଠୁସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନକହିବା ଭଲ। ଦରମା ବୃଦ୍ଧି ସହ ଦଶହରା ବୋନସ୍ ପାଇଁ ଦାବି କରିଛନ୍ତି ସଫେଇ କର୍ମଚାରୀ।

ଏହା ସହ ୪ ଦିନ ବାଧ୍ୟତାମୂଳକ ଛୁଟି ନନେବା ପାଇଁ ଦାବି ହୋଇଛି। ବାଧ୍ୟତାମୂଳକ ଛୁଟି ଯୋଗୁ ସେମାନଙ୍କ ଦରମା କଟିଯାଉଥିବା ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe