ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ଆଗାମୀ ରଣନୀତି ନେଇ ବରିଷ୍ଠ ନେତା, ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା

Advertisment

ଶଙ୍ଖଭବନରେ ଆରମ୍ଭ ହୋଇଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ମାନସ ମନ୍ଥନ । ବୈଠକରେ ବରିଷ୍ଠ ନେତାଙ୍କ ସହ ବିଧାୟକ, ସାଂସଦ ଓ ୩ କମିଟିର ସମସ୍ୟ ଉପସ୍ଥିତ ଅଛନ୍ତି ।

ଶଙ୍ଖଭବନରେ ଆରମ୍ଭ ହୋଇଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ମାନସ ମନ୍ଥନ । ବୈଠକରେ ବରିଷ୍ଠ ନେତାଙ୍କ ସହ ବିଧାୟକ, ସାଂସଦ ଓ ୩ କମିଟିର ସମସ୍ୟ ଉପସ୍ଥିତ ଅଛନ୍ତି ।

ADW

କନକ ବ୍ୟୁରୋ: ଶଙ୍ଖଭବନରେ ଆରମ୍ଭ ହୋଇଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ମାନସ ମନ୍ଥନ । ବୈଠକରେ ବରିଷ୍ଠ ନେତାଙ୍କ ସହ ବିଧାୟକ, ସାଂସଦ ଓ ୩ କମିଟିର ସମସ୍ୟ ଉପସ୍ଥିତ ଅଛନ୍ତି । ଆଗକୁ ଦଳର ସାଂଗଠନିକ ରୂପରେଖ ନେଇ ଆଲୋଚନା କରାଯାଉଛି । ଆଗକୁ ସଂଗଠନକୁ କିଭଳି ମଜଭୁତ କରିହେବ ସେନେଇ ଗୁରୁମନ୍ତ୍ରୀ ଦେଇଛନ୍ତି ନବୀନ । ଆଗାମୀ ଦିରେ ପଦଯାତ୍ରା ସହ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ଦିଗରେ ବୈଠକରେ ଆଲୋଚନା ହେଉଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe