କନକ ବ୍ୟୁରୋ: ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଦେଇଛନ୍ତି ବଡ଼ ସୂଚନା । ବାଦ୍ ପଡ଼ିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ଜୁନରେ ସରିବ ଇ-କେୱାଇସି ପ୍ରକ୍ରିୟା । ୨୫ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୯୫ ପ୍ରତିଶତ ହିତାଧିକାରୀ ଇ- କେୱାଇସି କରିଛନ୍ତି । ଜୁନରେ ପ୍ରକ୍ରିୟା ସରିଲେ ଯେଉଁମାନେ କରିନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବ । ୬ ଲକ୍ଷ ରାସନ କାର୍ଡ ଏବେ ଦିଆଚାଲିଛି ଆଉ ୧୫ ଲକ୍ଷ କାର୍ଡ ପାଇଁ ମଞ୍ଜୁରି ସରିଛି।
ରାସନ୍ କାର୍ଡରୁ ବାଦ୍ ପଡ଼ିପାରନ୍ତି ୨୦ ଲକ୍ଷ ହିତାଧିକାରୀ ; ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା
ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ବାଦ୍ ପଡ଼ିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ଜୁନରେ ସରିବ ଇ-କେୱାଇସି ପ୍ରକ୍ରିୟା । ୨୫ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିଥିବା ମନ୍ତ୍ରୀଙ୍କ
/kanak/media/media_files/2025/06/05/fthoxxPlMByEugm8smOi.jpg)