ବାତ୍ୟାର ପ୍ରଥମ ରୂପରେଖ ଜାରି କଲା ଆଇଏମଡି: ଏହି ବାଟ ଦେଇ ଯିବ ବାତ୍ୟା

Advertisment

ଓଡିଶା ଉପକୂଳରେ ସାମ୍ଭାବ୍ୟ ବାତ୍ୟା ପ୍ରଭାବ ପଡିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଇଏମଡିର ଆଲଟ ପରେ ପୁରୀ ଅସ୍ତରଙ୍ଗ ଅଞ୍ଚଳରେ ଅଚାନକ କଳାହାଣ୍ଡିଆ ବାଦଲ ଘୋଟିଆସିବା ସହ ପ୍ରବଳ ବର୍ଷା ହୋଇଛି ।

ଓଡିଶା ଉପକୂଳରେ ସାମ୍ଭାବ୍ୟ ବାତ୍ୟା ପ୍ରଭାବ ପଡିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଇଏମଡିର ଆଲଟ ପରେ ପୁରୀ ଅସ୍ତରଙ୍ଗ ଅଞ୍ଚଳରେ ଅଚାନକ କଳାହାଣ୍ଡିଆ ବାଦଲ ଘୋଟିଆସିବା ସହ ପ୍ରବଳ ବର୍ଷା ହୋଇଛି ।

rain  alert

କନକବ୍ୟୁରୋ: ଓଡିଶା ଉପକୂଳରେ ସାମ୍ଭାବ୍ୟ ବାତ୍ୟା ପ୍ରଭାବ ପଡିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଇଏଡିର ଆଲଟ ପରେ ପୁରୀ ଅସ୍ତରଙ୍ଗ ଅଞ୍ଚଳରେ ଅଚାନକ କଳାହାଣ୍ଡିଆ ବାଦଲ ଘୋଟିଆସିବା ସହ ପ୍ରବଳ ବର୍ଷା ହୋଇଛି । ପୁରା ଅସ୍ତରଙ୍ଗ ଅଞ୍ଚଳ ଅନ୍ଧାର ହୋଇଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଆଉ ପବନ ପ୍ରାୟ ଏକ ଘଣ୍ଟା ଧରି ତାଣ୍ଡବ ରଚିଛି । ସ୍ଥାନୀୟ ବାସିନ୍ଦା ଏହି ସମୟରେ ଭୟଭୀତ ହୋଇ ଉଠିପଡିଛନ୍ତ। ଏବେ ପବନ ଘଡଘଡି କମିଥିଲେ ମଧ୍ୟ ବର୍ଷା ଜାରିରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe