ମାଲକାନଗିରି ଲାଲଗଡ଼ରେ ତୁଳସୀ ଘାଟିରେ ବେଆଇନ ପଥର ଖାଦାନ, ରାସ୍ତା ନିର୍ମାଣକାରୀ ସଂସ୍ଥା ବେଆଇନ କ୍ରସର ମାଇନିଂ ଚଳାଇଥିବା ଅଭିଯୋଗ

ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଘାଟିରେ କ୍ରସର ମାଇନିଂ ବେଆଇନ ଭାବେ ଚାଲିଥିବା ଅଭିଯୋଗ ପରେ ପହଞ୍ଚି ତଦନ୍ତ କରିଛନ୍ତି କୋରାପୁଟ ସ୍ଥିତ ରାଜ୍ୟ ପରିବେଷ ନିୟନ୍ତ୍ରଣର ରିଜିଓନାଲ ଅଫିସର ଓ ମାଲକାନଗିରି ମାଇନିଂ ଅଧିକାରୀ ।

11

କନକ ବ୍ୟୁରୋ :  ଲାଲଗଡର ତୁଳସୀ ଘାଟିରେ ବେଆଇନ ପଥର ଖାଦାନ। ମାଓଗଡକୁ ସୁଗମ କରିବାକୁ ରାସ୍ତା ନିର୍ମାଣର ଫାଇଦା ନେଇ ଷ୍ଟୋନ ମାଇନିଂ ଚଳାଇଛି ଆନ୍ଧ୍ର ଠିକା କମ୍ପାନୀ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଘାଟିରେ କ୍ରସର ମାଇନିଂ ବେଆଇନ ଭାବେ ଚାଲିଥିବା ଅଭିଯୋଗ ପରେ ପହଞ୍ଚି ତଦନ୍ତ କରିଛନ୍ତି କୋରାପୁଟ ସ୍ଥିତ ରାଜ୍ୟ ପରିବେଷ ନିୟନ୍ତ୍ରଣର ରିଜିଓନାଲ ଅଫିସର ଓ ମାଲକାନଗିରି ମାଇନିଂ ଅଧିକାରୀ । ବେଆଇନ ଭାବେ କ୍ରସର ମାଇନିଂ କରିଥିବା ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ବିରୋଧରେ କାର୍ୟ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ଦୁଇ ଅଧିକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe