ଜଗତସିଂହପୁରରେ ବିଭିନ୍ନ ନଦୀପଠାରୁ ବେଆଇନ୍‌ ବାଲି ଚାଲାଣ

Advertisment

ସାରା ରାଜ୍ୟରେ ନଦୀପଠାରେ ଚାଲିଛି ମାଫିଆ ରାଜ୍‌ । ଦିନ ରାତି ବୁହା ଚାଲିଛି ବାଲି। ଜଗତସିଂହପୁର ଜିଲ୍ଲାର ଅଧିକାଂଶ ସ୍ଥାନରୁ ବେଆଇନ୍‌ ଭାବେ ବାଲି ଚୋରାଚାଲାଣ ହେଉଛି ।  ଜିଲ୍ଲାର ଅଢଙ୍ଗ ମଜୁରାଇ ଗାଁରେ ଗଛିତ ଥିବା ଦୁଇଶହ ଟ୍ରିପ ଚୋରା ବାଲି ଜବତ ହେବା ଘଟଣାରେ ଜନୈକ ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି ।

Screenshot 2026-02-08 165729

Photograph: (KANAKNEWS)

କନକବ୍ୟୁରୋ : ସାରା ରାଜ୍ୟରେ ନଦୀପଠାରେ ଚାଲିଛି ମାଫିଆ ରାଜ୍‌ । ଦିନ ରାତି ବୁହା ଚାଲିଛି ବାଲି। ଜଗତସିଂହପୁର ଜିଲ୍ଲାର ଅଧିକାଂଶ ସ୍ଥାନରୁ ବେଆଇନ୍‌ ଭାବେ ବାଲି ଚୋରାଚାଲାଣ ହେଉଛି ।  ଜିଲ୍ଲାର ଅଢଙ୍ଗ ମଜୁରାଇ ଗାଁରେ ଗଛିତ ଥିବା ଦୁଇଶହ ଟ୍ରିପ ଚୋରା ବାଲି ଜବତ ହେବା ଘଟଣାରେ ଜନୈକ ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । 

ଆସନ୍ତା ୧୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି ।  ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ନପାରିଲେ ସମସ୍ତ ବାଲି ପ୍ରଶାସନ ପକ୍ଷରୁ ନିଲାମ କରିଦିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ୫ ତାରିଖ ରାତିରେ ଅଢଙ୍ଗ ମଜୁରାଇ ଗାଁରେ ଗଚ୍ଛିତ ଥିବା ବାଲିକୁ ଜବତ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବାଲିଘାଟରେ ବେଆଇନ୍‌ ଭାବରେ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ କେତେକ ସ୍ଥାନରେ ବାଲି ଗଛିତ ରଖି ଚଢ଼ା ଦରରେ ବିକ୍ରି କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe