ବଢୁଛି ବାଲି ମାଫିଆଙ୍କ ଆତଙ୍କ : ମୁଖ୍ୟ ଅଭିଯୁକ୍ତ ଗିରଫ

Advertisment

ବାଲି ମାଫିଆଙ୍କୁ ସାବାଡ କରିବାକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । ନୂଆ ଏସଓପି ଆଣି ବାଲି ଚୋରି ରୋକିବାକୁ ଘୋଷଣା କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ପୂର୍ବରୁ ମାଫିଆ ଯେମିତି ବାଲି ଚୋରି କରୁଥିଲେ, ଏବେ ସେମିତି କରୁଛନ୍ତି ।

sand mafia

କନକ ବ୍ୟୁରୋ : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ମହୁଲପାଲି ବାଲି ଘାଟରେ ବେଆଇନ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶେଖ ମହମ୍ମଦ ୱାଜିଦ ଓରଫ ଛୁଟକା ଗିରଫ । ଅବୈଧ ବାଲି ଖନନରେ ବ୍ୟବହୃତ ୫ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଜଗଦଳପୁର ଥାନା କେଶ ନମ୍ବର ୦୮ ଆଧାରରେ ଅଭିଯୁକ୍ତ ଛୁଟକାକୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ : ବେଆଇନ ଖଣି ଖନନକୁ ଏନ୍‌ଜିଟି ଛାଟ: ତଦନ୍ତ ଦଳ ଗଠନ

ଏପଟେ ବାଲି ମାଫିଆଙ୍କୁ ସାବାଡ କରିବାକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । ନୂଆ ଏସଓପି ଆଣି ବାଲି ଚୋରି ରୋକିବାକୁ ଘୋଷଣା କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ପୂର୍ବରୁ ମାଫିଆ ଯେମିତି ବାଲି ଚୋରି କରୁଥିଲେ, ଏବେ ସେମିତି କରୁଛନ୍ତି । ବାଲି ଲୁଟୁଛନ୍ତି, ଧରାପଡିଲେ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି । ଯାହାକି ବାଲି ଲୁଟ୍ ରୋକିବା ପାଇଁ ଖଣି ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe