ପୁଣି ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ ଚାଲିଲା ମାଛ ମରା । ବାରଣ ସତ୍ବେ କେମିତି ନିଷିଦ୍ଧାଞ୍ଚଳରେ କରୁଛନ୍ତି ପ୍ରବେଶ ଉଠିଲା ପ୍ରଶ୍ନ

Advertisment

ପୁଣି ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ ଚାଲିଲା ମାଛ ମରା । ମାଛ ମାରି ରୀତିମତ ଭିଡିଓ ପୋଷ୍ଟ କରୁଛନ୍ତି ବ୍ଲଗର । ବଚନ୍ ବେହେରା ନାମକ ଏକ ଆକାଉଣ୍ଟରେ ଏହି ଭିଡିଓ ସବୁ ପୋଷ୍ଟ ହୋଇଛି ।

ପୁଣି ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ ଚାଲିଲା ମାଛ ମରା । ମାଛ ମାରି ରୀତିମତ ଭିଡିଓ ପୋଷ୍ଟ କରୁଛନ୍ତି ବ୍ଲଗର । ବଚନ୍ ବେହେରା ନାମକ ଏକ ଆକାଉଣ୍ଟରେ ଏହି ଭିଡିଓ ସବୁ ପୋଷ୍ଟ ହୋଇଛି ।

hirakud 12

କନକ ବ୍ୟୁରୋ : ପୁଣି ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ ଚାଲିଲା ମାଛ ମରା । ମାଛ ମାରି ରୀତିମତ ଭିଡିଓ ପୋଷ୍ଟ କରୁଛନ୍ତି ବ୍ଲଗର । ବଚନ୍ ବେହେରା ନାମକ ଏକ ଆକାଉଣ୍ଟରେ ଏହି ଭିଡିଓ ସବୁ ପୋଷ୍ଟ ହୋଇଛି । ତେବେ ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଲା ହୀରାକୁଦ ବନ୍ଧକୁ ପର୍ୟ୍ୟଟକ ବାରଣ ଥିବାବେଳେ ମାଛ ଧରାଳି ବେଆଇନ ଭାବରେ କେମିତି ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳକୁ ଯାଇ ମାଛ ଧରି ଭିଡିଓ ତିଆରି କରି ପାରିୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। 

ଡ୍ୟାମର ସୁରକ୍ଷାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବାବେଳେ ଡ୍ୟାମ କର୍ତ୍ତୃପକ୍ଷ କିନ୍ତୁ ସୁରକ୍ଷାକୁ ନେଇ ସାମାନ୍ୟ ଚିନ୍ତିତ ନଥିବା ଜଣାପଡୁଛି। ଗୋଟିଏ ମାସ ପୂର୍ବରୁ ମଧ୍ୟ ଜଣେ ବ୍ଲଗର ଡ୍ୟାମ ଉପରେ ଡ୍ରୋନ ଉଡାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe