ଗଞ୍ଜାମ ଛତ୍ରପୁର ସୁନ୍ଦରପୁର ଗାଁରେ ବେଆଇନ୍ ବାଣ ଗୋଦାମରେ ଚଢ଼ାଉ, ୧୦ ଲକ୍ଷ ଟଙ୍କାର ବାଣ ଜବତ

ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।  ପ୍ରଥମେ ଗାଁରେ ବେଆଇନ ବାଣ ଗଛିତ ଥିବା ଗୋଦାମକୁ ଠାବ କରିଥିଲେ ।

18

କନକ ବ୍ୟୁରୋ :  ଗଞ୍ଜାମ ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁରେ ଥିବା ବେଆଇନ ବାଣ ଗୋଦାମରେ ଚଢ଼ାଉ  କରାଯାଇଛି । ଛତ୍ରପୁର ଥାନା ପୁଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢ଼ଉ କରିଛନ୍ତି । ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।  ପ୍ରଥମେ ଗାଁରେ ବେଆଇନ ବାଣ ଗଛିତ ଥିବା ଗୋଦାମକୁ ଠାବ କରିଥିଲେ । ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡେଇ, ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ଅତିରିକ୍ତ ତହସିଲଦାର ଏନ. ରବି ପ୍ରଧାନ ଏବଂ ପୁଲିସ ଫୋର୍ସ ମିଳିତ ଭାବେ ରେଡ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe