ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା; ସୁଭଦ୍ରା ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍

Advertisment

ସୁଭଦ୍ରା ଯୋଜନା ପାଇଁ କରିଥିବା ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍ । ବ୍ଲକ ସ୍ତରରେ ଯାଞ୍ଚ କରାଯିବ, ଅଙ୍ଗନବାଡି କର୍ମୀ ମାନେ ଘରକୁ ଯିବେ ।

ସୁଭଦ୍ରା ଯୋଜନା ପାଇଁ କରିଥିବା ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍ । ବ୍ଲକ ସ୍ତରରେ ଯାଞ୍ଚ କରାଯିବ, ଅଙ୍ଗନବାଡି କର୍ମୀ ମାନେ ଘରକୁ ଯିବେ ।

Pravati Parida On Subhadra Yojana

କନକ ବ୍ୟୁରୋ : ସୁଭଦ୍ରା ଯୋଜନା ପାଇଁ କରିଥିବା ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍ । ବ୍ଲକ ସ୍ତରରେ ଯାଞ୍ଚ କରାଯିବ, ଅଙ୍ଗନବାଡି କର୍ମୀ ମାନେ ଘରକୁ ଯିବେ । ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନଙ୍କ ଦ୍ୱନ୍ଦ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଆଜି ସୁଦ୍ଧା ୧ କୋଟି ୬୦ ହଜାର ମହିଳା ଆବେଦନ କରିଥିବା ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା କେବେ ମିଳିବ, ତାହା ବି ଠିକଣା ସମୟରେ ଘୋଷଣା ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe