କନକ ବ୍ୟୁରୋ : ଜଗତସିଂହପୁରଜିଲାରେମୂର୍ତ୍ତିଚୋରିରାକେଟ୍ଠାବ ।ଚଢେଇଗାଁରେସଦରପୋଲିସଚଢ଼ାଉକରିଜଣେମୂର୍ତ୍ତିଚୋରଗିରଫକରିବାସହଅଭିଯୁକ୍ତଘରୁ୫୦ରୁଅଧିକବିଭିନ୍ନଧାତୁରମୂର୍ତ୍ତିସହପିତଳନାଗମୂର୍ତ୍ତି, ଘଣ୍ଟାଓଅନ୍ୟାନ୍ୟବହୁସାମଗ୍ରୀଜବତକରାଯାଇଛି।ଯାହାରମୂଲ୍ୟଲକ୍ଷାଧିକଟଙ୍କାହେବ।
ଅଭିଯୁକ୍ତଘରଭିତରେମାଟିତଳେମୂର୍ତ୍ତିଗୁଡିକୁପୋତିରଖିଥିବାବେଳେଗ୍ରାମବାସୀଓଜଗତସିଂହପୁରପୋଲିସସହାୟତାରେଏହାକୁଖୋଳାଯାଇଉଦ୍ଧାରକରାଯାଇଛି।ଗତକାଲିଖୋର୍ଦ୍ଧାଜିଲାବାଲିପାଟଣାପୋଲିସଅଭିଯୁକ୍ତଦୁଇଭାଇବରଦାପ୍ରସନ୍ନଆଚାର୍ଯ୍ୟଓଅନ୍ନଦାପ୍ରସନ୍ନଆଚାର୍ଯ୍ୟକୁଗିରଫକରିଥିଲା।ଅଭିଯୁକ୍ତ୩ଭାଇଜିଲାତଥାଜିଲାବାହାରୁବିଭିନ୍ନମନ୍ଦିରରୁମୂର୍ତିଚୋରିକରିଆସୁଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/VlHIelGIOGPC8OMBAP2O.jpg)