ପାକିସ୍ତାନ ଯିବ ଆଇସିସି ଟିମ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ କରିବ ପ୍ରସ୍ତୁତି ସମୀକ୍ଷା

Advertisment

ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଏକ ପ୍ରତିନିଧି ଦଳ  ପାକିସ୍ତାନ ଯିବେ ଏବଂ ୨୦୨୫ ରେ ହେବାକୁ ଥିବା ଚାମ୍ପିୟନସ୍ସ ଟ୍ରଫି ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ପ୍ରତିନିଧି ଦଳରେ ଆଇସିସିର ବିଭିନ୍ନ ବିଭାଗର ଅଧିକାରୀ ମାନେ ରହିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଏକ ପ୍ରତିନିଧି ଦଳ  ପାକିସ୍ତାନ ଯିବେ ଏବଂ ୨୦୨୫ ରେ ହେବାକୁ ଥିବା ଚାମ୍ପିୟନସ୍ସ ଟ୍ରଫି ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ପ୍ରତିନିଧି ଦଳରେ ଆଇସିସିର ବିଭିନ୍ନ ବିଭାଗର ଅଧିକାରୀ ମାନେ ରହିଛନ୍ତି ।

o

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଏକ ପ୍ରତିନିଧି ଦଳ  ପାକିସ୍ତାନ ଯିବେ ଏବଂ ୨୦୨୫ ରେ ହେବାକୁ ଥିବା ଚାମ୍ପିୟନସ୍ସ ଟ୍ରଫି ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ପ୍ରତିନିଧି ଦଳରେ ଆଇସିସିର ବିଭିନ୍ନ ବିଭାଗର ଅଧିକାରୀ ମାନେ ରହିଛନ୍ତି, ଯେଉଁମାନେ ମ୍ୟାଚ୍ ଏବଂ ଭେନ୍ୟୁ ଅଭ୍ୟାସ କରିବା ପାଇଁ ଟୁର୍ଣ୍ଣାମେଣ୍ଟ କାର୍ୟ୍ୟସୂଚୀ ସହ ଜଡ଼ିତ ଅନେକ ବିଷୟର ଯାଞ୍ଚ କରିବେ।ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧିକାରୀମାନେ ପଡ଼ିଆ ଓ ଅନ୍ୟାନ୍ୟ ବିଷୟରେ କେତେ କାମ ହୋଇଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ। ସୂତ୍ର ଅନୁସାରେ ଆସନ୍ତା ୨ ଦିନ ମଧ୍ୟରେ ଆଇସିସି ପିସିବିକୁ ଚୂଡ଼ାନ୍ତ କାର୍ୟ୍ୟସୂଚୀର ନକଲ ଦେଇପାରେ। ଏଥିସହ ଆଇସିସି ଅଧିକାରୀମାନେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଖେଳାଯିବାକୁ ଥିବା ତିନୋଟି ଷ୍ଟାଡିୟମର ଯାଞ୍ଚ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe