ଆଇସିସି କ୍ରିକେଟ ଅଫ ଇୟର ୨୦୨୪ ହେଲେ ଭାରତୀୟ ଷ୍ଟାର ବୋଲର, ବୁମରାଙ୍କୁ ଆଇସିସି ସର୍ବୋଚ୍ଚ ସମ୍ମାନ

ବୁମରାଙ୍କୁ ଆଇସିସିର ସମସ୍ତ ବର୍ଗର ଶ୍ରେଷ୍ଠ କ୍ରିକେଟର ରୂପେ ବିବେଚନା କରାଯାଇଛି ।  ବୁମରାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଅଶ୍ବୀନ ଓ ବିରାଟ କୋହଲି ଏହି ସମ୍ମାନ ପାଇସାରିଛନ୍ତି ।  

25BUMRHA

25BUMRHA Photograph: (25BUMRHA )

କନକ ବ୍ୟୁରୋ :  ଇତିହାସ ରଚିଲେ ଭାରତୀୟ ଷ୍ଟାର୍ କ୍ରିକେଟର ଯଶପ୍ରୀତ ବୁମରା । ଆଇସିସି ଦ୍ବାରା ଶ୍ରେଷ୍ଠ କ୍ରିକେଟରର ସମ୍ମାନ ଲାଭ କରିଛନ୍ତି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର୍ ଯଶପ୍ରୀତ ବୁମରା । ଏଥିପାଇଁ ତାଙ୍କୁ ମିଳିବାକୁ ଯାଉଛି କ୍ରିକେଟ୍ ଜଗତର ସମ୍ମାନ ଜନକ ସାର ଗାରଫିଲ୍ଡ ସର୍ବୋସ ଆୱାର୍ଡ୍ । ବୁମରାଙ୍କୁ ଆଇସିସିର ସମସ୍ତ ବର୍ଗର ଶ୍ରେଷ୍ଠ କ୍ରିକେଟର ରୂପେ ବିବେଚନା କରାଯାଇଛି ।  ବୁମରାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଅଶ୍ବୀନ ଓ ବିରାଟ କୋହଲି ଏହି ସମ୍ମାନ ପାଇସାରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe