IAS RESHUFFELE IN ODISHA Photograph: (KANAK NEWS)
କନକ ବ୍ୟୁରୋ: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ମଙ୍ଗଳବାର ରାତି ପ୍ରାୟ 10ଟା ବେଳକୁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଯେଉଁଥିରେ ମୋଟ 49 ଜଣ ଅଧିକାରୀଙ୍କ ବଦଳି ହେବା ସହିତ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି । ମିଳିଥିବା ସୂଚନା ମୁତାବକ, ଚଞ୍ଚଳ ରାଣା ହୋଇଛନ୍ତି ବିଏମସିର ନୂଆ କମିସନର । ସେହିପରି ଦିବ୍ୟଜ୍ୟୋତିଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।
- ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀର ଜିଲ୍ଲାପାଳ
- ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ଵ
-
ଅମ୍ବର କୁମାର କର ଜିଲ୍ଲାପାଳ ଯାଜପୁର ଜିଲ୍ଲାପାଳ ହେଲେ
-
କୀରନଦୀପ କୌର ହେଲେ ସିଏମ୍ସି କମିସନର
-
ସୋମେଶ ଉପାଧ୍ୟାୟ ମାଲକାନଗିରି ଜିଲ୍ଲାପାଳ ହେଲେ
-
ଆଶିଷ ଈଶ୍ୱର ପାଟିଲ ଢେଙ୍କାନାଳ ଜିଲ୍ଲାପାଳ
-
ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ମିଳିଲା ପୁରୀ ଜିଲ୍ଲାପାଳ ଦାୟିତ୍ୱ
-
ଅମ୍ବର କୁମାର କର ଯାଜପୁର ଜିଲ୍ଲାପାଳ ହେଲେ
-
ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ହେଲେ
-
କିର୍ଥୀ ଭାସନ ଗଞ୍ଜାମ ଜିଲ୍ଲାପାଳ ହେଲେ
Follow Us