ରାଜଧାନୀ ରାଜରାସ୍ତାରେ କ୍ରୀଡ଼ା ଶିକ୍ଷକଙ୍କ ଧାରଣା,  ୪ଦଫା ଦାବି ନେଇ ଶତାଧିକ ଶିକ୍ଷକଙ୍କ ଆନ୍ଦୋଳନ

Advertisment

ଟିଜିଟି ସ୍କେଲରେ ଦରମା ଦେବାକୁ ଦାବି ।

ଟିଜିଟି ସ୍କେଲରେ ଦରମା ଦେବାକୁ ଦାବି ।

ଧାରଣାରେ କ୍ରୀଡ଼ା ଶିକ୍ଷକ

ଧାରଣାରେ କ୍ରୀଡ଼ା ଶିକ୍ଷକ Photograph: (KanakNews)

କନକ ବ୍ୟୁରୋ: ଗତକାଲି ପାଳନ ହେଇଛି ବିଶ୍ବ କ୍ରୀଡ଼ା ଦିବସ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଆଜି ଧାରଣାରେ ବସିଛନ୍ତି ଶତାଧିକ କ୍ରୀଡ଼ା ଶିକ୍ଷକ । ୪ ଦଫା ଦାବି ନେଇ ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଓଡ଼ିଶା ହାଇସ୍କୁଲ ସ୍ବାସ୍ଥ୍ୟ ଓ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ । 

ତେବେ କାହିଁକି ଖରା ବର୍ଷାରେ ଧାରଣାରେ ବସିଛନ୍ତି ଓଡ଼ିଶା ହାଇସ୍କୁଲ ସ୍ବାସ୍ଥ୍ୟ ଓ ଶାରୀରିକ ଶିକ୍ଷା ଶିକ୍ଷକ ସଂଘର ସଦସ୍ୟ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଆଶୁତୋଷ ମହାପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe