କନକ ବ୍ୟୁରୋ: ଗତକାଲି ପାଳନ ହେଇଛି ବିଶ୍ବ କ୍ରୀଡ଼ା ଦିବସ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଆଜି ଧାରଣାରେ ବସିଛନ୍ତି ଶତାଧିକ କ୍ରୀଡ଼ା ଶିକ୍ଷକ । ୪ ଦଫା ଦାବି ନେଇ ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଓଡ଼ିଶା ହାଇସ୍କୁଲ ସ୍ବାସ୍ଥ୍ୟ ଓ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ।
ତେବେ କାହିଁକି ଖରା ବର୍ଷାରେ ଧାରଣାରେ ବସିଛନ୍ତି ଓଡ଼ିଶା ହାଇସ୍କୁଲ ସ୍ବାସ୍ଥ୍ୟ ଓ ଶାରୀରିକ ଶିକ୍ଷା ଶିକ୍ଷକ ସଂଘର ସଦସ୍ୟ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଆଶୁତୋଷ ମହାପାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/30/strike-2025-08-30-16-39-23.jpg)