କନକବ୍ୟୁରୋ : ନୃଶଂସତାର ସୀମା ଲଙ୍ଘିଲେ, ଗାଈ ମୁହଁରେ ତାଲା ମାରିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋସାଣୀନୂ ଆଗାଁ ଚଣ୍ଡୀ ମନ୍ଦିର ସାମ୍ନାରେ ରବିବାର ରାତିରେ ଏହି ଗାଈ ମୁହଁରେ କିଛି ଦୁର୍ବୃତ୍ତ ତାଲା ମାରି ଦେଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା, ପରେ ତାଲା ଭାଙ୍ଗି ଗାଈକୁ ମୁକ୍ତ କରା ଯାଇଥିଲା ।
ସୀମା ଟପିଲା ମାନବିକତା : ଗାଇ ମୁହଁରେ ଦୁର୍ବୃତ୍ତ ପକାଇଲେ ତାଲା
ନୃଶଂସତାର ସୀମା ଲଙ୍ଘିଲେ, ଗାଈ ମୁହଁରେ ତାଲା ମାରିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋସାଣୀନୂ ଆଗାଁ ଚଣ୍ଡୀ ମନ୍ଦିର ସାମ୍ନାରେ ରବିବାର ରାତିରେ ଏହି ଗାଈ ମୁହଁରେ କିଛି ଦୁର୍ବୃତ୍ତ ତାଲା ମାରି ଦେଇଥିବା ଦେଖିବାକୁ ମିଳିଥିଲା
/kanak/media/media_files/2025/10/06/7-2025-10-06-08-15-51.jpg)