ଗଦ୍ଧମାର୍ଦ୍ଦନରେ ଖଣି ଖନନକୁ ବିରୋଧ କରି ସମ୍ବଲପୁରରେ ବିଶାଳ ସମାବେଶ । ଜେଲ ଛକରୁ ଆରଡିସି ଅଫିସ ପର୍ଯ୍ୟନ୍ତ ପଦଯାତ୍ରା ।

Advertisment

ହୀରାକୁଦ ପାଣିର କମ୍ପାନୀ ଶୋଷଣ ବନ୍ଦ, ମହାନଦୀ ସୁରକ୍ଷା, ଏମଏସପିକୁ ଆଇନଗତ ମାନ୍ୟତା ଦାବିରେ ଶତାଧିକ କୃଷକ ସାମିଲ ।

ହୀରାକୁଦ ପାଣିର କମ୍ପାନୀ ଶୋଷଣ ବନ୍ଦ, ମହାନଦୀ ସୁରକ୍ଷା, ଏମଏସପିକୁ ଆଇନଗତ ମାନ୍ୟତା ଦାବିରେ ଶତାଧିକ କୃଷକ ସାମିଲ ।

ବିଶାଳ କୃଷକ ରାଲି

Photograph: (kanaknews)

 କନକ ବ୍ୟୁରୋ :  ଗନ୍ଧମାର୍ଦ୍ଦନରେ ବେଆଇନ୍ ଖଣି ଖନନ ବିରୋଧରେ ତାତିଲେ ଚାଷୀ । ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା କରି ଖଣି ଖନନକୁ ବନ୍ଦ କରିବାକୁ ଦାବି କରି ଏପିଏମ ପକ୍ଷରୁ ବିଶାଳ ଶୋଭାଯାତ୍ରା ।

ଏହାସହ ହୀରାକୁଦ ପାଣିର କମ୍ପାନୀ ଶୋଷଣ ବନ୍ଦ, ମହାନଦୀକୁ ସୁରକ୍ଷା ଏବଂ ଏମଏସପିକୁ ଆଇନଗତ ମାନ୍ୟତା ଦାବିରେ ଏକାଠି ହୋଇଛନ୍ତି ଚାଷୀ । ସମ୍ବଲପୁର ଜେଲ ଛକରୁ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ଶୋଭାଯାତ୍ରାରେ ଶହଶହ ଚାଷୀ ସାମିଲ ହୋଇଛନ୍ତି । ତୁରନ୍ତ ଏସବୁ ଦାବି ପୂରଣ କରିବାକୁ ଆରଡିସଙ୍କୁ ଦାବିପତ୍ର ଦେଇଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe