ଏଥର ବଜେଟରେ ଓଡିଶାକୁ କଣ ମିଳିବ ଲାଭ ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ବଢିବ

Advertisment

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।  ଧନୀ, ମଧ୍ୟବିତ୍ତ, ଗରିବ ସମସ୍ତଙ୍କ ନଜର ରହିଛି ଏହି ବଜେଟ ଉପରେ । ଅନ୍ୟପଟେ ବଜେଟ ଉପସ୍ଥାପନ ଥିବାରୁ ଶନିବାର ହୋଇଥିଲେ ସୁଦ୍ଧା ଆସନ୍ତାକାଲି ଷ୍ଟକ ମାର୍କେଟ ଖୋଲା ରହିବ ।  

Updated On

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।  ଧନୀ, ମଧ୍ୟବିତ୍ତ, ଗରିବ ସମସ୍ତଙ୍କ ନଜର ରହିଛି ଏହି ବଜେଟ ଉପରେ । ଅନ୍ୟପଟେ ବଜେଟ ଉପସ୍ଥାପନ ଥିବାରୁ ଶନିବାର ହୋଇଥିଲେ ସୁଦ୍ଧା ଆସନ୍ତାକାଲି ଷ୍ଟକ ମାର୍କେଟ ଖୋଲା ରହିବ ।  

ଅଦ୍ୟତନ ହୋଇଛି
ODISHA

ODISHA Photograph: (KanakNews )

କନକବ୍ୟୁରୋ : ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଉ ମାତ୍ର କିଛି ସମୟ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟରେ କାହାକୁ କ’ଣ ମିଳିବ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ?

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।  ଧନୀ, ମଧ୍ୟବିତ୍ତ, ଗରିବ ସମସ୍ତଙ୍କ ନଜର ରହିଛି ଏହି ବଜେଟ ଉପରେ । ଅନ୍ୟପଟେ ବଜେଟ ଉପସ୍ଥାପନ ଥିବାରୁ ଶନିବାର ହୋଇଥିଲେ ସୁଦ୍ଧା ଆସନ୍ତାକାଲି ଷ୍ଟକ ମାର୍କେଟ ଖୋଲା ରହିବ ।  ଏଥସହ ଓଡିଶାକୁ ସ୍ବତନ୍ତ୍ର କିଛି ମିଳିପାରେ ସେନେଇ ଓଡିଶା ବାସୀ ଆଶାବ୍ୟକ୍ତ କରିଛନ୍ତି ,

ସେଥିମଧ୍ୟରୁ ଗ୍ରାମାଞ୍ଚଳର ବିକାଶ ଓ ଅଧିକ ନିଯୁକ୍ତି କିଭଳି ହୋଇପାରିବ ତାହା ଉପରେ ରହିପାରେ ଫୋକସ । ଋଣ ଭାର କିଭଳି ନିୟନ୍ତ୍ରଣ ରହିବ ସେ ଉପରେ ଫୋକସ ରହିବା ସହ  । ବଜେଟରେ ସଂସ୍କାର କଣ କଣ ଆସିବ ତାହା ଉପରେ ମଧ୍ୟ ନଜର ରହିବ । କୃଷି କ୍ଷେତ୍ରରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ଓଡିଶାବାଦୀ ଆଶାବ୍ୟକ୍ତ କରିଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe