କନକ ବ୍ୟୁରୋ : ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ବିକ୍ଷୋଭ । ଭୁବନେଶ୍ବର ପଥ ରୋଡ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା । ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୂଚନା ଅନୁସାରେ, ପୁନାମା ଗେଟ ନିକଟସ୍ଥ ରେଳ ଧାରଣାରୁ ମିଳିଥିଲା ସ୍ବରାଜ ବେହେରା ନାମକ ଯୁବକଙ୍କ ମୃତଦେହ । ପିଠି ଓ ଦେହରେ ରହିଛି ଖଣ୍ଡା ଚୋଟ ର ଚିହ୍ନ । ଘଟଣାସ୍ଥଳରେ ପୁଲିସର ଚାନ୍ଭିନ୍ । ହତ୍ୟାରେ ୩ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଲେ ମୃତକ ସ୍ବରାଜଙ୍କ ପରିବାର ଲୋକ ।
ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ବିକ୍ଷୋଭ । ରାସ୍ତାରେ ଶବ ରଖି ପଥ ରୋଡ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା
ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ବିକ୍ଷୋଭ । ଭୁବନେଶ୍ବର ପଥ ରୋଡ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା । ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।
/kanak/media/media_files/2025/01/02/XIb9TpBq6UM2CcxZAKX3.jpg)