କନକ ବ୍ୟୁରୋ: ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ୧୧୬ଟି ହିତାଧିକାରୀଙ୍କ ପରିବାରକୁ ଘର ଆବଣ୍ଟନ କରାଯାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଟୋକନ ଦ୍ବାରା ହିତାଧିକାରୀଙ୍କୁ ଘର ବଣ୍ଟନ କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ଅଗ୍ରାଧିକାର ଭିତ୍ତିରେ ବାସପୋଯୋଗୀ ଗୃହ ଆବଣ୍ଟନ କରାଯାଉଛି ।
ଏହିକ୍ରମରେ ଚନ୍ଦ୍ରଶେଖରପୁର ମୌଜାରେ ୨୦ ଏକର ପରିମିତ ଜାଗାରେ ୨୬ ଶହ ଗୃହ ନିର୍ମାଣ ଯୋଜନା କରାଯାଇଥିବା ବେଳେ ସେଥିମଧ୍ୟରୁ ୮୨୦ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ସରିଛି । ଏପର୍ଯ୍ୟନ୍ତ ୬୯୦ଟି ଘରର ଆବଣ୍ଟନ ସରିଛି। ବାକି ଗୃହ ପର୍ଯ୍ୟାୟକ୍ରମେ ଆବଣ୍ଟନ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/19/sIcHGeAyDSKkAazaZ6G2.jpg)