ଜୟପୁରରେ ପୋଲିସ ଜଗିବ ଲୋକଙ୍କ ଘର: ଘରୁ ବାହାରକୁ ଯାଉଥିଲେ ଥାନାରେ ଜଣାଇବାକୁ ପରାମର୍ଶ

Advertisment

କୋରାପୁଟ ଜୟପୁରରେ ଏବେ ପୋଲିସ ଜଗିବ ଘର । ଛୁଟିରେ ବା କୌଣସି କାମରେ ଘରୁ ବାହାରକୁ ଯାଉଥିଲେ ଥାନାରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ଜୟପୁର ଏସଡ଼ିପିଓ ଅଙ୍କିତ ବର୍ମା । ସୂଚନା ମିଳିଲେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ ।

କୋରାପୁଟ ଜୟପୁରରେ ଏବେ ପୋଲିସ ଜଗିବ ଘର । ଛୁଟିରେ ବା କୌଣସି କାମରେ ଘରୁ ବାହାରକୁ ଯାଉଥିଲେ ଥାନାରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ଜୟପୁର ଏସଡ଼ିପିଓ ଅଙ୍କିତ ବର୍ମା । ସୂଚନା ମିଳିଲେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ ।

dvfedef

କନକ ବ୍ୟୁରୋ: କୋରାପୁଟ ଜୟପୁରରେ ଏବେ ପୋଲିସ ଜଗିବ ଘର । ଛୁଟିରେ ବା କୌଣସି କାମରେ ଘରୁ ବାହାରକୁ ଯାଉଥିଲେ ଥାନାରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ଜୟପୁର ଏସଡ଼ିପିଓ ଅଙ୍କିତ ବର୍ମା । ସୂଚନା ମିଳିଲେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ । ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ସୁନା, ରୁପା ଓ ଟଙ୍କା   ଫେରାଇବା ସହ ୪ ଅଭିଯୁ୍କ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛି ପୋଲିସ । ଗତ ୧୪ ତାରିଖରେ ଜୟପୁର ସହରର ଆଦର୍ଶ ନଗରରେ ଜଣେ ବ୍ୟକ୍ତିଙ୍କ ଘରୁ ୪୦ ଭରି ସୁନା, ୨ ଲକ୍ଷ ଟଙ୍କା ଓ ୨୫ ତୁଳା ରୁପା ଚୋରି ହୋଇଥିଲା । ଜୟପୁର ଟାଉନ ଥାନାରେ ଏତଲା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ସହରରେ ଲାଗିଥିବା ସିସିଟିଭି ଆଧାରରେ ଚୋରଙ୍କୁ ଧରିବାର ସଫଳ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe