ବିଧାନସଭାରେ ‘ସୁଭଦ୍ରା’ ଯୋଜନାକୁ ନେଇ ହଙ୍ଗାମା ;  ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

Advertisment

ଆଜି ବିଧାନସଭାରେ ‘ସୁଭଦ୍ରା’ ଯୋଜନାକୁ ନେଇ ହଙ୍ଗାମା କରିଛନ୍ତି ବିଜେଡି ବିଧାୟକ । ରାଜ୍ୟର ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ବିରୋଧୀ । ଏହାକୁ ସମର୍ଥନ ଜଣାଇ ଗୃହରେ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ ।

ଆଜି ବିଧାନସଭାରେ ‘ସୁଭଦ୍ରା’ ଯୋଜନାକୁ ନେଇ ହଙ୍ଗାମା କରିଛନ୍ତି ବିଜେଡି ବିଧାୟକ । ରାଜ୍ୟର ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ବିରୋଧୀ । ଏହାକୁ ସମର୍ଥନ ଜଣାଇ ଗୃହରେ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ ।

assembly6666

କନକ ବ୍ୟୁରୋ: ଆଜି ବିଧାନସଭାରେ ‘ସୁଭଦ୍ରା’ ଯୋଜନାକୁ ନେଇ ହଙ୍ଗାମା କରିଛନ୍ତି ବିଜେଡି ବିଧାୟକ । କେବଳ ନିର୍ଦ୍ଦିଷ୍ଟ ନିୟମ ପୂରଣ ପୂରଣ କରୁପାରୁଥିବା ମହିଳାମାନେ ନୁହଁନ୍ତି ରାଜ୍ୟର ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ବିରୋଧୀ  । ଏହାକୁ ସମର୍ଥନ ଜଣାଇ ଗୃହରେ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଏହାକୁ ନେଇ ଗୃହରେ ହଙ୍ଗାମା ହେବାରୁ ବାଧ୍ୟହୋଇ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe