କନକ ବ୍ୟୁରୋ : ସ୍ତ୍ରୀ ସହ ଝଗଡ଼ା କରି ନିଜ ବେକ କାଟିଲେ ସ୍ୱାମୀ । ଘରୋଇ କଳିକୁ ନେଇ ନିଜ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଖାରବେଳ ନଗରରେ ରହୁଥିବା ଅଶୋକ ପାଣିଗ୍ରାହୀ ନାମକ ଜଣେ ଯୁବକ ଘରୋଇ କଳହକୁ ନେଇ ବେକ କାଟିଥିବା ଅଭିଯୋଗ ହୋଇଛି । କୌଣସି କାରଣକୁ ନେଇ ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ବେକ କାଟିଦେଇଥିଲେ ଅଶୋକ । ପରେ ନିଜେ ବାଇକ ଚଳାଇ ଏମକେସିଜି ମେଡ଼ିକାଲ ଯାଇଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଘରୋଇ କଳିର ଭୟଙ୍କର ପରିଣାମ; ସ୍ତ୍ରୀ ସହ ଝଗଡ଼ା କରି ନିଜ ବେକ କାଟିଲେ ସ୍ୱାମୀ
ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ବେକ କାଟିଦେଇଥିଲେ ଅଶୋକ । ପରେ ନିଜେ ବାଇକ ଚଳାଇ ଏମକେସିଜି ମେଡ଼ିକାଲ ଯାଇଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।
/kanak/media/media_files/2025/07/04/husband-slits-his-own-throat-2025-07-04-12-33-27.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)