ପୁଷ୍ଟିହୀନତାର ଭୟଙ୍କର ଚିତ୍ର: ପ୍ରତି ଜିଲ୍ଲାକୁ ବ୍ୟାପୁଛି ପୁଷ୍ଟିହୀନତା

୬ ମାସରୁ ୫ ବର୍ଷ ଭିତରେ ୩୦ ଜିଲ୍ଲାରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦୭୫ ପୁଷ୍ଟିହୀନ ଶିଶୁ ଅଛନ୍ତି । ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

41

Photograph: (kanak news)

କନକ ବ୍ୟୁରୋ: ପୁଷ୍ଟିହୀନତାର ଭୟଙ୍କର ଚିତ୍ର । ପ୍ରତି ଜିଲ୍ଲାକୁ ବ୍ୟାପୁଛି ପୃଷ୍ଟିହୀନତା । ୬ ମାସରୁ ୫ ବର୍ଷ ଭିତରେ ୩୦ ଜିଲ୍ଲାରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦୭୫ ପୁଷ୍ଟିହୀନ ଶିଶୁ ଅଛନ୍ତି । ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe