କନକ ବ୍ୟୁରୋ : ମହୁମାଛି ଆକ୍ରମଣରେ ୨୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ପଟ୍ଟାମଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ରାଜନଗର ଅଞ୍ଚଳ କଷଣଅଣ୍ଟା ପଞ୍ଚାୟତ ସ୍କୁଲ ପଡିଆରେ ମେଳା ଚାଲିଥିବା ବେଳେ ନିକଟରେ ଥିବା ଏକ ମହୁମାଛି ବସା ଭାଙ୍ଗିଯାଇଥିଲା । ହଠାତ ମହୁମାଛିମାନେ ଅତର୍କିତ ଆକ୍ରମଣ କରିବା ଫଳରେ ଛାତ୍ର ଛାତ୍ରୀ ଓ ଅବିଭାବକମାନଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ପଟ୍ଟାମଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭାଙ୍ଗିଗଲା ମହୁମାଛି ବସା । ପାଖରେ ଥିବା ଲୋକଙ୍କ ଉପରେ ମହୁମାଛି କଲେ ଆକ୍ରମଣ,୨୫ ଆହତ
ସୂଚନା ମୁତାବକ ରାଜନଗର ଅଞ୍ଚଳ କଷଣଅଣ୍ଟା ପଞ୍ଚାୟତ ସ୍କୁଲ ପଡିଆରେ ମେଳା ଚାଲିଥିବା ବେଳେ ନିକଟରେ ଥିବା ଏକ ମହୁମାଛି ବସା ଭାଙ୍ଗିଯାଇଥିଲା । ହଠାତ ମହୁମାଛିମାନେ ଅତର୍କିତ ଆକ୍ରମଣ କରିବା ଫଳରେ ଛାତ୍ର ଛାତ୍ରୀ ଓ ଅବିଭାବକମାନଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)