ଢେଙ୍କାନାଳ ସଦର ବେଷାଳିଆ ଗାଁରେ ଘରେ ପଶି ଆକ୍ରମଣ ଘଟଣା : ନ୍ୟାୟ ଆଶାରେ ପୀଡ଼ିତଙ୍କ ପରିବାର

Advertisment

ଢେଙ୍କାନାଳ ସଦର ଥାନା ନିକଟ ବେଷାଳିଆ ଗାଁରେ ଯଯାତି ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟ ପଡୋଶୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ହାତ ଖାଲି। ହୋଲି ଦିନ ୮ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। 

ଢେଙ୍କାନାଳ ସଦର ଥାନା ନିକଟ ବେଷାଳିଆ ଗାଁରେ ଯଯାତି ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟ ପଡୋଶୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ହାତ ଖାଲି। ହୋଲି ଦିନ ୮ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। 

Screenshot 2026-03-10 080703

Photograph: (kanaknews)

କନକବ୍ୟୁରୋ : ଢେଙ୍କାନାଳ ସଦର ଥାନା ନିକଟ ବେଷାଳିଆ ଗାଁରେ ଯଯାତି ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟ ପଡୋଶୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ହାତ ଖାଲି। ହୋଲି ଦିନ ୮ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। 

ଅଧିକ ପଢନ୍ତୁ...ସାଇବର ଅପରାଧରେ ଲଗାମ ପାଇଁ ଚାଲିଛି ଅପରେସନ୍ ସାଇବର କବଚ : ଗିରଫ ହୋଛଇନ୍ତି ୩୩୧ ଅଭିଯୁକ୍ତ

ଏହାପରେ ଯଯାତିଙ୍କ ପରିବାର ସଦର ଥାନାରେ ଏତଲା ଦେଇଥିଲେ। ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତ ମାନଙ୍କ ବିରୋଧରେ ସଙ୍ଗୀନ ଦଫା ମଧ୍ୟ ଲାଗିଛି। ହେଲେ ଆଜିଯାଏଁ ଅଭିଯୁକ୍ତ ମାନେ ଖୋଲା ବୁଲୁଥିବା ଅଭିଯୋଗ ହୋଇଛି l

ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଯଯାତିଙ୍କ ପରିବାର ପୁଣିଥରେ ଢେଙ୍କାନାଳ ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି। ଏବେ ନ୍ୟାୟା ଆଶାରେ ପୀଡ଼ିତଙ୍କ ପରିବାର। ତେବେ ଏଥର ନ୍ୟାୟ ନମିଳିଲେ, ଏସପିଙ୍କ ଅଫିସ ଆଗରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe