ହୋମଗାର୍ଡଙ୍କ ଚାଞ୍ଚଲ୍ୟକର ବୟାନ । ମାମଲା ରଫାଦଫା କରିବାକୁ ଧମକ ମିଳୁଥିବା ଆଣିଲେ ଅଭିଯୋଗ ।

Advertisment

ମାମଲା ରଫାଦଫା କରିବାକୁ ଧମକ ମିଳୁଥିବା ଆଣିଲେ ଅଭିଯୋଗ । ଖଣ୍ଡନ କଲେ ଏସପି ।

ମାମଲା ରଫାଦଫା କରିବାକୁ ଧମକ ମିଳୁଥିବା ଆଣିଲେ ଅଭିଯୋଗ । ଖଣ୍ଡନ କଲେ ଏସପି ।

ମାମଲା ରଫାଦଫା ପାଇଁ ଧମକ !

ମାମଲା ରଫାଦଫା ପାଇଁ ଧମକ ! Photograph: (kanakNews)

କନକ ବ୍ୟୁରୋ :  ଜଗତସିଂହପୁର ସଦର ଥାନା ମହିଳା ହୋମ ଗାର୍ଡଙ୍କ ସାଙ୍ଘାତିକ ଅଭିଯୋଗ। କେସ ରଫା ଦଫା କରିବା ପାଇଁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ୨୫ ଲକ୍ଷ ଟଙ୍କା ନେଇ କେସ ରଫାଦଫା କରିବାକୁ ତାଙ୍କୁ ଧମକ ମିଳିଥିବା ସେ କହିଛନ୍ତି ।

ତେଣୁ ପରିବାର ଲୋକ ପ୍ରତି ବିପଦ ସହିତ ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ମହିଳା ହୋମ ଗାର୍ଡ । ଜଣେ ଅଜଣା ବ୍ୟକ୍ତି ଷ୍ଟାଡିୟମକୁ ଡାକି କେସକୁ ରଫା ଦଫା କରିବା ପାଇଁ ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଖଣ୍ଡନ କରିଛନ୍ତି। ଅଭିଯୋଗ ପାଇ ଜଗତସିଂହପୁର ସଦର ଥାନାରେ ପହଞ୍ଚିଥିଲେ ଏସପି ଭବାନୀ ଶଙ୍କର ଉଦ୍ ଗାତା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe