କନକବ୍ୟୁରୋ : ଗଞ୍ଜାମ ଜିଲ୍ଲାପରିଷଦ ବୈଠକରେ ହୋ-ହାଲ୍ଲା ହଙ୍ଗାମା। ‘ହୁ ଆର ୟୁ’ ପଚାରିବାକୁ ନେଇ ତୁ ତୁ ମେଁ ମେଁ । ପୂର୍ବ ସରକାରକୁ ସମାଲୋଚନା କଲେ ବିଧାୟକ । ବିଧାୟକଙ୍କ କଥାକୁ ପ୍ରତିବାଦ କଲେ ସଦସ୍ୟ । ଜଣେ ବିଧାୟକଙ୍କ ପ୍ରତିନିଧିଙ୍କ କଥା ନେଇ ବିରୋଧ ।  ପ୍ରତିନିଧିଙ୍କୁ ବୈଠକରୁ ବାଦ ଦେଇଛନ୍ତି ଜିଲ୍ଲାପାଳ ।  ତେବେ କ୍ଷମା ପ୍ରାର୍ଥନା ଦାବିରେ ସଦସ୍ୟ ଆନ୍ଦୋଳନ କରିଛନ୍ତି।   ତଳେ ବସି ପ୍ରତିବାଦ ଜଣାଇଲେ ଜିଲ୍ଲାପରିଷଦ ସଭ୍ୟ। ଆଲୋଚନା ପରେ ସ୍ୱାଭାବିକ ହୋଇଛି ବୈଠକ  । 

Advertisment

ଅଧିକ ପଢନ୍ତୁ... ରାଜଧାନୀରୁ ଗୋଟିଏ ଦିନରେ ୩ ନାବାଳକ-ନାବାଳିକା ନିଖୋଜ


--